ଗୋପାଳପୁର ବେଳାଭୂମିରେ ୧୧୪ ତମ ପାରମ୍ପରିକ ସମୁଦ୍ର ଆଳତି ଅନୁଷ୍ଠିତ

0

ଗୋପାଳପୁର ( ବିପ୍ଲବୀ ପରିକ୍ରମା ):- ବୁଧ ପୂର୍ଣମୀ ଓ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ ଯାତ୍ର ଅବସରରେ,ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ, ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ, ବରୁଣ ପୂଜା, ସମୁଦ୍ର ଆଳତି,ଭକ୍ତି ସଂଗୀତ,ପ୍ରତିଭା ସନମାନ,ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଛି,ଫାଉଣ୍ଡେସନର ସଭାପତି ଗୀତା ବାଚସ୍ପତି ଶ୍ରୀ ପଦ୍ମ ଚରଣ ଦାସ ବୁଧଅବତାର ଓ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ ପ୍ରବଚନ କରିଥିଲେ ଓ ଆଳତି କରିଥିଲେ, ପଣ୍ଡିତ ଅମିତ ଚୌଧୁରୀ ଶର୍ମା ବରୁଣ ପୂଜା କରିଥିଲେ, ସୂର୍ଯ୍ୟ ପାତ୍ର ଙ୍କ ସଂଯୋଜନା ରେ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା,କଣ୍ଠ ଶିଳ୍ପୀ, ଶ୍ରୀମତୀ ନର୍ମଦା ସାହୁ, ମାଧବ ଜେନା,ଲଳିତ ମୋହନ ସେଠି, ଭକ୍ତି ସଂଗୀତ ଗାନ କରିଥିଲେ l

ଫାଉଣ୍ଡେସନର ସମ୍ପାଦକ  ସବ୍ୟସାଚୀ ଦାସ, ଉପସଭାପତି ଶ୍ରୀମତୀ ସଂଯୁକ୍ତା ଦାସ, ସମାଜ ସେବି ଇନ୍ଦିରାମଣି ପଟନାୟକ, ପଞ୍ଚୁ ବେହେରା, ସରୋଜ ରଞ୍ଜନ ପଟନାୟକ,ବତୀଘର ଅଧିକାରୀ ଏସ କ ପାଢ଼ୀ, ବିନୋଦ ଦାସ, ବାପୁଜୀ ଅଧକାରୀ,ଗାଣ୍ଡୁ ଚରଣ ପତ୍ର ପୁର୍ଣ ଚନ୍ଦ୍ର ପଟନାୟକ, ମନୋରଞ୍ଜନ ତ୍ରିପାଠୀ, ଅଶ୍ୱିନୀ ଗୌତମ ଦାସ, ଙ୍କ ସମତେ ବହୁ ଭକ୍ତ ପର୍ଯଟକ ଯୋଗ ଦେଇଥିଲେ,,କେଶରିୟା ହିନ୍ଦୁ ବୋର୍ଡ ତରଫରୁ ଶ୍ରୀ ପଦ୍ମ ଚରଣ ଦାସ ଙ୍କୁ ଓଡିଶା ପ୍ରହାରି ଘୋଷଣା କରାଯାଇଥିଲା,ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପ୍ରତିଭା ମାନଙ୍କୁ ସାନମାନିତ କରାଯାଇଥିଲା, କାର୍ଯ୍ୟକ୍ରମକୁ, S ଆପୟ, ଖୁସି ଦାସ,ପରିଚାଳନା କରିଥିଲେ, ସାମୁହିକ ଶାନ୍ତି ପାଠ ହୋଇଥିଲା, ସଭା ଶେଷ ରେ ପଞ୍ଚୁ ବେହେରା ଧନ୍ୟବାଦ ଦେଇଥିଲେ l

LEAVE A REPLY

Please enter your comment!
Please enter your name here