ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ମୋହନା ବ୍ଲକ ର ୨୧. ୦୯. ୨୦୧୩ ମସିହାରେ ସ୍ଥାପିତ ହେଇଥିଲା l ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ଆରମ୍ଭ ହେଇଥିଲା, ଯାହାକି ଅଂଚଳ ର ଲୋକଙ୍କୁ ଆଇନ ସୁବିଧା ପାଇଛନ୍ତି,ଯାହାକୁ ନେଇ କୋର୍ଟ ପରିସରରେ ଶନିବାର ଦିନ ୧୨ତମ ବାର୍ଷିକ ଉତ୍ସବ ପାଳନ କରାଯଇଛି l ଏଥିରେ ମୁଖ୍ୟ ଅତିଥିଭାବେ ପ୍ରଥମ ଶ୍ରେଣୀ ବିଚାରପତି ଶୁଭଜିତ ବେହେରା, ଓକିଲ ସଂଘ ସଭାପତି ସନ୍ତୋଷ ପାଢ଼ୀ,ଉପ ସଭାପତି ସିମାଞ୍ଚଳ କାର୍ଜି, ସମ୍ପାଦକ ପଦ୍ମନାଭ ପତି ଓ ସରକାରୀ ଓକିଲ ସମେତ ଓକିଲ ସଂଘ ର ସମସ୍ତ କର୍ମ କର୍ତ୍ତା କୋର୍ଟ ର କର୍ମଚାରୀ ଉପସ୍ଥିତ ଥିଲେ l