ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାଘ ମହୁମାଛି ଆକ୍ରମଣରେ ୨୦ ଅଧିକ ଆହାତ । ଆଜି ମେରୁ ସଂକ୍ରାନ୍ତି ଅବସରରେ ଠାକୁର ଦର୍ଶନ କରିବାକୁ ଯାଇଥିବା ବେଳେ ଘଟାଇଛି ଅଘଟଣ । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଶିବମନ୍ଦିର କୁ ଦର୍ଶନ କରିଯିବା ସମୟରେ ମହୁମାଛି କରିଛନ୍ତି ଆକ୍ରମଣ । ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ଚନ୍ଦ୍ରଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି l