ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ବନ ବିଭାଗ ଅଧିକାରୀ ଏସ ଆନନ୍ଦ ଙ୍କ ନିଦେଶ କ୍ରମେ ଭୀଷ୍ମଗିରି ଚନ୍ଦ୍ରଗିରି ବନ ପାଳ ଓ ଟିମ ଲେଖାରିଅଭ୍ୟାରଣ ରେ ରାତି ଦିନ ପେଟ୍ରାଲିଙ୍ଗି କରାଯଉଛି ଜେହେତୁ ଅଭ୍ୟାରଣ ମଧ୍ୟରେ ଅନେକ ଯିବ ଜନ୍ତୁ ରହିଛନ୍ତି ସେମାନଙ୍କୁ ସୁରକ୍ଷା ରଖିବା ବନ ବିଭାଗ ର କାମ ହେଲେ କିଛି ଦିନ ହେଲା ଢେପାଗୁଡା ପଂଚାୟତ ର ଶ୍ରୀରାମପୁର ତ୍ରିନାଥପୁର ଓ କୁମୁଟିପଙ୍କାଳ ର ଲୋକେ ଯିବ ଜନ୍ତୁ ଙ୍କୁ ଶିକାର କରିବା ପାଇଁ ରାତିରେ ବୁଲି ଥାନ୍ତି ଖବର ପାଇ ପୁଡାମାରି ରେଞ୍ଜର ବିନୟ ପ୍ରକାଶ ବୁରୁ ଓ ଚନ୍ଦ୍ରଗିରି ଭୀଷ୍ମଗିରି ବନ ପାଳ ଅଂଚଳ ର ଟିମି ମିଳିତ ରେ ଗୁରୁବାର ରାତି ରେ ଲେଖାରି ଜଙ୍ଗଲ କୁ ଶିକାର କରିବାକୁ ଯାଇଥିବା 25ଜଣଙ୍କ ମଧ୍ୟ୍ୟ ରୁ ଚାରି ଜଣଙ୍କୁ ଗିରଫ ଧରିବାରେ ସଫଳ ହେଇଛନ୍ତି ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ବାରୂଦ ଓ ବାଟୁଳି ମାଟି ଗୁଳା ସମେତେ ଗୋଟିଏ ମୋବାଇଲ ଫୋନ ଜବତ କରିଛନ୍ତି ବହୁ ପଚରାଉଚରା ପରେ ଚାରି ଜଣ ଙ୍କୁ କେଶ ନଂ ଓଆର 41ରେ ଶ୍ରୀରାମପୁର ଓ ତ୍ରିନାଥପୁର ଗ୍ରାମ ର ଦେବରାଜ ରଈତ 19.ଅଭିମନୁ ମଣ୍ଡଳ 24.ଦିବାକର ରଇତ 20.ପୂର୍ଣ୍ଣ ଚନ୍ଦ୍ର ମଣ୍ଡଳ 45ଙ୍କୁ ଗିରଫ କରି ମୋହନା କୋର୍ଟ ଚାଲାଣ କରିଛନ୍ତି ଶୁକ୍ରବାର ଅପରାହ୍ନ ରେ ସେଇପରି କୁମୁଟିପଙ୍କାଳ ନିକଟରେ ଶିକାର କରିବାକୁ ଯାଉଥିବା ବେଳେ ସୁଦର୍ଶନ ଶବର 27କୁ ଗିରଫ କରି ଦେଶୀ ବନ୍ଧୁକ ସହ ଆର ଉଦୟଗିରି କୋର୍ଟ କୁ ଚାଲାଣ କରାଯଇଛି ଫେରାର ଥିବା ଅନ୍ୟ 20ଜଣଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି l