ଓଡ଼ିଶାରେ ୫ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ବଢ଼ୁଛି କୋଭିଡ ମାମଲା l ରାଜ୍ୟରେ ୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ଟିହ୍ନଟ ହୋଇଛନ୍ତି l ସେଥିମଧ୍ୟରୁ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଡରନ୍ତୁ ନାହିଁ କିନ୍ତୁ ସତର୍କ ସହ ସଚେତନ ରୁହନ୍ତୁ,ସାମାଜିକ ଦୂରତା/ଗହଳି ସ୍ଥାନ/ଭୋଜି ଭାତ ଠୁ ଯେତେ ପାରିବେ ଦୁରେଇ ରୁହନ୍ତୁ l ଅନାବଶ୍ୟକ କାର୍ଯ୍ୟ କରନ୍ତୁ ନାହିଁ l ମାସ୍କ ପିନ୍ଧିବା ଆରମ୍ଭ କରିଦିଅନ୍ତୁ l ଶରୀର ର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାନ୍ତୁ l

LEAVE A REPLY

Please enter your comment!
Please enter your name here