ଷଷ୍ଠ ଜାତୀୟ ସିନିୟର ସିଟିଜେନ ଅଥଲେଟିକ ଚମ୍ପିୟାନସିପ ଅନୁଷ୍ଠିତ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସିକନ୍ଦରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ ଷ୍ଟାଡିଅମରେ ଷଷ୍ଠ ଜାତୀୟ ସିନିୟର ସିଟିଜେନ ଅଥଲେଟିକ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି l ଏହି ଖେଳରେ ଓଡିଶାରୁ ୮ ଜଣ ଅଥଲେଟିକ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ପୁରସ୍କୃତ ହୋଇଛନ୍ତି l କିଶୋର ଚନ୍ଦ୍ର ରଥ ଏହି ଖେଳରେ ଭାଗ ନେଇ ଟ୍ରିପଲ ଜମ୍ପ ରେ ପ୍ରଥମ ସ୍ଥାନ,ଲଙ୍ଗ ଜମ୍ପ ରେ ପ୍ରଥମ ଏବଂ ୧୦୦ ମିଟର ଦୌଡ ରେ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରି ଦୁଇଟି ସ୍ବର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ ଏହିପରି ମୋଟ ତିନୋଟି ପୁରସ୍କାର ହାସଲ କରିଛନ୍ତି l ତେବେ ତାଙ୍କର ଏହି ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି l

LEAVE A REPLY

Please enter your comment!
Please enter your name here