ବ୍ରହ୍ମପୁରରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ସଦର ଥାନା ଗୁଣ୍ଠବନ୍ଧ ଠାରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ. ବିଚ ରାସ୍ତା ଉପରେ ସଙ୍ଘବଧ ଆକ୍ରମଣ. ଆକ୍ରମଣର ଶିକାର ହୋଇଛନ୍ତି ଯୁବକ ନାରାୟଣ ଜେନା. ପୂର୍ବ ଶତ୍ରୁତା କାରଣରୁ ଆକ୍ରମଣ କରା ଯାଇଥିବା ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି l

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯୁବକ. ମୁଣ୍ଡ, ଗୋଡ଼, ହାତରେ ଗଭୀର ଆଘାତ ଲାଗିଛି. ୭ ରୁ  ୮ଜଣ ଯୁବକ ସଙ୍ଘବଧ ଭାବେ ଆକ୍ରମଣ କରିଥିବା ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି. ସଙ୍ଘବଧ ଆକ୍ରମଣ କରୁଥିବା ନେଇ ସିସିଟିଭି ଭିଜୁଆଲରୁ ସ୍ପଷ୍ଟ ଭାବେ ଜଣା ପଡୁଛି. ପୁଲିସ ଘଟଣାର ତଦନ୍ତ କରୁଛି.

LEAVE A REPLY

Please enter your comment!
Please enter your name here