ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):– ନାମନାଗଡ ରାସ୍ତା ଅବସ୍ଥା ଶୋଚନୀୟ , ଖବର ପାଇ ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଡ଼କାଇ ଲୋକଙ୍କ ଦାବି ମୁତାବକ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବା ସହ ପ୍ରଶାସନ ସହ ଆଲୋଚନା କରି କାର୍ଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି ଦେଲେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ l
ସୁଚନା ମୁତାବକ ଦିର୍ଘ ଦିନ ହେଲା ରାସ୍ତା ଖରାପ ଥିବା ବେଳେ ବର୍ଷା ରୁତୁରେ ଯାତାୟତ ସମ୍ପୃର୍ଣ୍ଣ ବାଧାପ୍ରାପ୍ତ ହେଉଥିଲା l
ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ପାଈ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରି ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି l