ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଆଜି ପୂର୍ବାହ୍ନରେ ସ୍ଥାନୀୟ ଓଡ଼ିଶା ଅବସର ପ୍ରାପ୍ ସରକାରୀ ସଂଘ, ଗଜପତି ତରଫରୁ ରାଜ୍ୟ ଓ ଜାତୀୟ ସ୍ତରକୁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାପାଳ ବିଜୟକୁମାର ମିଶ୍ର ଙ୍କ ଜରିଆରେ ଅର୍ପଣ କରାଯାଇଥିଲା। ନୂଆ ପେନସନ ଲାଗୁ ହେବl,ସ୍ବାସ୍ଥ୍ୟ ମାଗଣା ସେବା, ବୟସ୍କଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ସଂପର୍କରେ ଦେବା ପ୍ରଭୃତି ଏହି ପେନସନ ହିତାଧିକାରୀ ଲେଖି ଅବଗତ କରରେଇଥିଲେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, ମୁଖ୍ୟମନ୍ତ୍ରୀ ଭୋଗୀଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ସମାନ ରଖିବାକୁ ନିବଦେନ୍ କରାଯାଇଛି। ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଶ୍ଵିନୀ ପାଢ଼ୀ,ବିଚିତ୍ରାନନ୍ଦ ବେବର୍ତ୍ତା , ଏଙ୍କେଟି ପାତ୍ର,ସୁରେଶ ବେହେରା,ଅଶୋକ ଦାସ,ସୁରେଶ ଦାସ,ଗୋପାଳ ଅଧିକାରୀ, ସଚିଦାନନ୍ଦ ସାମଲ, କୈଳାଶ ଗୌଡ଼, ସୁରେନ୍ଦ୍ର ରଥ, ହରିମୋହନ ପ୍ରଭୃତି ଯୋଗଦେଇ ଥିଲେ l