ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ପୋଲିସ ପକ୍ଷରୁ ତିନୋଟି ଅଞ୍ଚଳରୁ ବିପୁଳ ପରିମାଣରେ ବେଆଇନ ଭାବେ ଗଛିତ ଥିବା ବାଣକୁ ଜବତ କରିଛି।ବଡ଼ ବଜ଼ାର ଥାନା ଅଞ୍ଚଳରୁ ୨ଟି ମାମଲା , ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ଗୋଟିଏ ମାମଲା ଓ ଜରଡ଼ା ଥାନା ଅଞ୍ଚଳରୁ ୩ମାମଲା ପୋଲିସ ରୁଦ୍ଧ କରିଛି। ଜବତ ବାଣର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଏସପି ଙ୍କ ପକ୍ଷରୁ ସୂଚନା ମିଳିଛି l