ପୋଲିସ ହେପାଜତ ରୁ ଚମ୍ପଟ ମାରିଲା ଆସାମୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-    ପୋଲିସ ହେପାଜତ ରୁ ଚମ୍ପଟ ମାରିଲା ଆସାମୀ l ଗଜପତି ଜିଲ୍ଲା ମୋହନା ବଜାର ରେ ଥିବା ଏକ ଲର୍ଡ଼ଜ ରେ ଥିବା ବେଳେ ପୋଲିସ କୁ ଚକମl ଦେଇ ଚମ୍ପଟ ମାରିଚି l ଚମ୍ପଟ ମାରିଥିବା ଆସାମୀ ଜଣକ ହେଲେ ମୋହନା ଥାନା ଅନ୍ତରବା ପୁରୁଣାସାହିର ଜୁଏଲ ଶବର l ଜୁଏଲ କୁ ଏକ ଦୁଷ୍କର୍ମ ମାମଲା ରେ ମହାରାଷ୍ଟ୍ର ନାଗପୁର ପୋଲିସ ଆକୋଲା ଷ୍ଟେସନ ରୁ ଗିରଫ କରିଥିଲା l ଗିରଫ ପରେ ଗତ ବିଳମ୍ବିତ ରାତିରେ ତଦନ୍ତ ପାଇଁ ନାଗପୁର ପୋଲିସ ଏକ କାର ରେ ଜୁଏଲ କୁ ମୋହନା ଆଣିଥିଲେ l ତେବେ ଆସାମୀ ଜୁଏଲ ର ଗୋଡ଼ରେ ବେଡି ପକାଇ ଲର୍ଡ଼ଜ ରେ ପୋଲିସ କର୍ମଚାରୀ ଗାଧୋଉଥିବl ବେଳେ ଏହାର ସୁଯୋଗ ନେଇ ଜୁଏଲ ଲର୍ଡ଼ଜ ତଳକୁ ଆସି ଚମ୍ପଟ ମାରିଛି l ଏହାପରେ ନାଗପୁର ପୋଲିସ ମୋହନା ପୋଲିସ ସହାୟତା ରେ ପୋଲୋ ତଳେ ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି l

LEAVE A REPLY

Please enter your comment!
Please enter your name here