ସରକାରୀ ଆଇଟିଆଇ ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ।

0

ବ୍ରହ୍ମପୁର (ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସରକାରୀ ଆଇଟିଆଇ ହଷ୍ଟେଲ ଛାତ୍ରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ। ଛାତ୍ରୀ ଜଣକ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଗୋଛାବାଡ଼ି ଅଞ୍ଚଳ ର ରୂପାଲି ନାୟକ। ସରକାରୀ ଆଇଟିଆଇ ର କମ୍ପ୍ୟୁଟର ବିଭାଗର ଡିପ୍ଲୋମା ଛାତ୍ରୀ ଭାବେ ପଡ଼ୁଥିବା ବେଳେ ପଲିଟେକନିକ୍ ଲେଡିସ ହଷ୍ଟେଲ ରେ ରହୁଥିଲେ। ଆଜି ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ରୂପାଲି ଙ୍କୁ ଏମ୍ କେ ସି ଜି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ତେବେ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here