ଝାଡଖଣ୍ଡରେ ହାତୀକୁ ହତ୍ୟା

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟର ପଟ୍ଟାଜୟନ୍ତୀ ଗ୍ରାମ ନିକଟରେ ଏକ ହାତୀକୁ ବିଦ୍ୟୁତ୍ ଆଘାତରେ ହତ୍ୟା କରାଯାଇ ଥିବା ଜଣାପଡିଛି। ସୂଚନାନୁସାରେ ଆଜି ସକାଳୁ ହାତୀର ମୃତଦେହ ଗ୍ରାମ ନିକଟରେ ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଝାଡ଼ଖଣ୍ଡ ବନବିଭାଗ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here