ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଂଚାୟତ ର କେଶରା ଗ୍ରାମ ରେ ପାଣି ସମସ୍ୟା ନେଇ ଗ୍ରାମ ବାସି ହାଣ୍ଡି ମାଠିଆ ଧରି ମହିଳା ପୁରୁଷ ରାସ୍ତା ରୋକ କରିଛନ୍ତି l ସକାଳ ୮ ଘଣ୍ଟା ସମୟରୁ ବଡ଼ଗଡ଼ ମୋହନା ରାସ୍ତା ଅବରୋଧ କରିଛନ୍ତି ଅନେକ ମହିଳାଙ୍କ ସମେତ ସ୍ଥାନୀୟ ଜନତା l