ଫାଇନାଲରେ ଖେଳିବେ ନ୍ୟୁଜିଲାଣ୍ଡ vrs ଇଣ୍ଡିଆ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅପେକ୍ଷାର ଅନ୍ତ ଘଟିଛି l ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ୫୦ ରନ୍‌ରେ ପରାଜିତ କରିଛି। ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୬ ୱିକେଟ ହରାଇ ୩୬୨ ରନ୍ କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୩୬୩ ରନ୍ ରହିଥିଲା। ବିଜୟ ସହିତ ନ୍ୟୁଜିଲାଣ୍ଡ ଦଳକୁ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଖେଳିବାର ଟିକେଟ ମିଳିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ଟିମ୍ ଇଣ୍ଡିଆକୁ ଭେଟିବ। ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ବୁଧବାର ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ୫୦ ରନ୍‌ରେ ପରାଜିତ କରିଛି। ପରାଜୟ ସହିତ ଦକ୍ଷିଣ ଆଫ୍ରିକା ଦଳର ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲ ଖେଳିବାର ଆଶା ଧୂଳିସାତ୍ ହୋଇଛି l

LEAVE A REPLY

Please enter your comment!
Please enter your name here