ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭାରତ ନିୟୁଜଲାଣ୍ଡ ଫାଇନାଲ ମ୍ୟlଚ ରେ ଭାରତ ବିପୁଳ ବିଜୟ ହାସଲ କରି ICC ବିଶ୍ୱକପ ହାସଲ କରିଥିବାରୁ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ନିଜ ସମର୍ଥକ ସହିତ ଆତସ ବାଜି ( ବାଣ ଫୁଟାଇ ) ବିଜୟ ଉତ୍ସବ ବ୍ରହ୍ମପୁର ରେ ପାଳନ କରିଥିଲେ ଓ ଟିମ ଇଣ୍ଡିଆ କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l