ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । କଲେଜ୍ କ୍ୟାପଂଶ ମାନଙ୍କରେ IYDP ପ୍ରୋଗ୍ରାମ ମାଧ୍ୟମରେ ବିଗତ ୧୫ ଦିନରେ ୧୦୦ କୋଟି ରୁ ଉର୍ଦ୍ଧ ଟଙ୍କା କେବଳ କଲେଜ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଓ ଦଳୀୟ ପ୍ରଚାର ପାଇଁ ଗୋଟିଏ କ୍ୟାମ୍ପସ ରେ ରାଜ୍ୟ ସରକାର ଙ୍କ ଫ୍ଲେକ୍ସ ଲଗାଯିବା କୁ ବିରୋଧ କରି ଆଜି ବ୍ରହ୍ମପୁର ରାଜସ୍ବ ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି l