ବ୍ରହ୍ମପୁର ବିଜେପି ଦ୍ୱାରା ପହଲଗାମ ଠାରେ ପାକିସ୍ତାନ ଆତଙ୍କୀ ଙ୍କୁ ତୀବ୍ର ବିରୋଧ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଜାମ୍ମୁ କାଶ୍ମୀର ର ପହଲଗାମ ଠାରେ ପାକିସ୍ତାନ ଆତଙ୍କବାଦୀ ଙ୍କ ଦ୍ୱାରା ଭାରତ ର ପର୍ଯ୍ୟଟକ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ରୁ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନିଲ କୁମାର ଙ୍କ ନେତୃତ୍ୱ ରେ ବିଶାଳ ମଶାଲ ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସୋଭାଯାତ୍ରା ବ୍ରହ୍ମପୁର ସହର ପରିକ୍ରମା କରିଥିଲେ l

ଏହି ପ୍ରତିବାଦ ଶୋଭାଯାତ୍ରା ରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣ ଓ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here