ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ବ୍ରହ୍ମପୁର କମାପଲି ଛକଠାରେ ପାର୍ଟି ପକ୍ଷରୁ ପେହେଲଗାଓଁ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏଥିର ସନ୍ତ୍ରସବାଦୀ ବାଦ ବିରୋଧରେ ଦେଶ ବାସୀ ଏକ ହେବା ପାଇଁ ଆହ୍ୱାନ ଦେଇଥିଲେ।କେନ୍ଦ୍ର ସରକାର ଦେଶର ସୁରକ୍ଷା ଓ ଲୋକଙ୍କ ନିରାପତ୍ତା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିଵ ପ୍ରସାଦ ଚୌଧୁରୀ, ଗୋକୁଳ ତ୍ରିପାଠୀ, ମଧୁ ବେହେରା, ରଞ୍ଜନ ପାତ୍ର,ରାଜରାଓ, ଚିଟିବାବୁ, ଚନ୍ଦ୍ର ଶେଖର ନାୟକ ,ପୁରସ୍ତମ୍ଭ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ l