ଦୁଇ ଭାଇକୁ ମାରି ନିଆଁ ଲଗେଇଦେଲେ ଦୁବୃର୍ତ୍ତ 

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଶାଳବଣ ଗାଁରେ ଘଟିଛି ଘଟଣା l ଶାଳବଣ ରେ ହତ୍ୟା ପରେ ଖଲ୍ଲିକୋଟ ଥାନା ମରେଇନୂଆଗାଁ ନିକଟର ମୃତ ଦେହ ଫିଙ୍ଗି ନିଆଁ ଲଗେଇଦେଲେ ଦୁବୃର୍ତ୍ତ । ଆଜି ସକାଳେ ଶାଳବଣ ଗ୍ରାମରେ ପୂର୍ବ ଶତ୍ରୁତା ରୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।  ମୃତ ଦୁଇ ଭାଇ ହେଲେ ସଞ୍ଜୟ ବାରିକ ଓରଫ ବଙ୍କା ଓ ଅଜୟ ବାରିକ । ଦୁଇ ଭାଇ ଆଗରୁ ବିଭିନ୍ନ ଅପରାଧିକ ମାମଲା ରେ ଲିପ୍ତ ଥିଲେ । ତେବେ ବେଗୁନିଆପଡା ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here