ପାରଳା ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ବୁଧବାର ପବିତ୍ର ଅକ୍ଷୟ ତୃତୀୟା ଘୋଷଯାତ୍ରା ର ପ୍ରଥମ ସୋପାନ।  ପୁରୀ ରେ ରଥକାଠ କୁ ପୂଜା କରି ରଥ କାମ ଆରମ୍ଭ ହୁଏ। ସେହିପରି ପାରଳା ର ଭାବର ଶ୍ରୀମନ୍ଦିର ରେ ମଧ୍ୟ ଜଗନ୍ନାଥ ସଂସ୍କୃତି ଏବଂ ଗଜପତି ର ରାଜକୀୟ ପରମ୍ପରା ଅନୁଯାୟୀ ଜିଲ୍ଲା ପ୍ରଶାସନ,ରାଜ ପୁରୋହିତ,ରଥ ମହାରଣା, ରଥଯାତ୍ରା କମିଟି, ଜଗନ୍ନାଥ ସେବା ଦଳ ର ଉପସ୍ଥିତି ରେ ପୂଜା ଓ ହୋମ ହୋଇ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସି ରଥକାଠ ଅନୁକୂଳ କାର୍ଯ୍ୟ ର ପୂଜା ହେଲା।

LEAVE A REPLY

Please enter your comment!
Please enter your name here