ଗଜପତି ମହୋତ୍ସବ ପାଇଁ ବାଜିଲା ବିଗୁଲ୍

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ମହୋତ୍ସବ ପାଇଁ ବାଜିଲା ବିଗୁଲ୍ , ପୌରାଣିକ ପୁର୍ଣ୍ଣ୍ୟ କ୍ଷେତ୍ର ସ୍ଥଳ ମହେନ୍ଦ୍ରଗିରି ଶିଖରରୁ ଆସିଲା ମସାଲ, ପାରମ୍ପାରିକ ରୀତିନୀତି ଅନୁସାରେ ମସାଲକୁ ଶୋଭାଯାତ୍ରା ରେ ସହର ପରିକ୍ରମା ପରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ରଖାଯାଇଛି, ଆସନ୍ତା ୧୯ ତାରିଖରୁ ୫ଦିନଧରି ପାଳନ ହେବ ଗଜପତି ମହୋତ୍ସବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି , ଆଜି ହାତଗଣତି କିଛି ଲୋକ ମହେନ୍ଦ୍ରଗିରି ଶିଖରରୁ ମସାଲ ଆଣି ପାରଳାଖେମୁଣ୍ଡି ସହର ନିକଟରେ ପହଞ୍ଚିଥିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ମସାଲକୁ ଭବ୍ୟ ସ୍ଵାଗତ ଜଣାଇବା ସହ ଶତାଧିକ ବାସିନ୍ଦା ଶୋଭାଯାତ୍ରାରେ ସାମିଲ ହୋଇ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here