ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଶୀତ ଛୁଟି ସାଙ୍ଗକୁ ନୂତନ ବର୍ଷ ପାଳନ ଅବସରେ ଗଛ, ଲତା ପାହାଡ଼, ଅରଣ୍ୟ ମଧ୍ୟରେ ବାଣଭୋଜୀ ବା ପିକନିକ ର ମଜ୍ଜା ଉଠଉଛନ୍ତି ପିଲା ଠାରୁ ବୟସ୍କ l ନାଚିବା, ଖେଳିବା, ଦୋଳିରେ ଝୁଲିବା, ଆଇସକ୍ରିମ ର ମଜ୍ଜା ନେବା ସହ ପରିବାର, ସାଙ୍ଗ ସାଥି ମେଳରେ ଏକ ପିକନିକ କରି ସ୍ମୃତି ସାଉଁଟିବା ଏ ହେଉଛି ଛୋଟିଆ ପ୍ରୟାସ ଇ ଏଠାରେ ବିରଳ ପ୍ରଜାତିର କୃଷ୍ଣସାର ମୃଗ ଦେଖିବାକୁ ମିଳେ I
ଏହାର ପଂଚାୟତ ବାସି, ପରିଚାଳନା କମିଟି ଶିଶୁ ମାନଙ୍କ ପାଇଁ ଶିଶୁ ପାର୍କ, ପାନୀୟ ଜଳ ସମସ୍ୟା, ରହିବା ପାଇଁ ଆଶ୍ରୟ ସ୍ଥଳୀ, ସୁରକ୍ଷା ପାଇଁ ସ୍ବେଛାସେବୀ, ଇତ୍ୟାଦି ସେବା ଏଠାରେ ମିଳୁଥିବା ଶହ ଭୋଜି ଭାତ ର ସାମଗ୍ରୀ ଏଠାରେ ଉପଲବ୍ଧ କରାଇଥାନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ ସାର ଗଞ୍ଜାମ ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ଅଧିକ ଅଧିକ ଆର୍ଥିକ ଅନୁଦାନ ଦେଲେ ଏହା ଆହୁରି ଖ୍ୟାତି ଲାଭ କରିବ ବୋଲି ପରିଚାଳନା କମିଟି କହିଛନ୍ତି l