ନୂଆ ବର୍ଷ ର ନୂଆ ଉପହାର 

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ଜିଲ୍ଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଜିଲ୍ଲା ପାଇଁ ନୂଆ ବର୍ଷର ନୂଆ ଉପହାର ଅତି ଶୀଘ୍ର ଜିଲ୍ଲା ବାସୀଙ୍କୁ ଦେବାକୁ ଯାଉଛନ୍ତି , ମୁଖ୍ୟମନ୍ତ୍ରୀଙ୍କ ସପ୍ନ ମାଲକାନଗିରି ଜିଲ୍ଲା କୁ ଆକାଶ ପଥେ ଯୋଡ଼ିବା ଏହି ସପ୍ନ ଅତିଶୀଘ୍ର ପୂରଣ ହେବା କୁ ଯାଉଛି ମାଲକାନଗିରି ଜିଲ୍ଲା ର ଡ୍ରିମି ପ୍ରୋଜେକ୍ଟ ମାଲକାନଗିରି ରୁ ଉଡ଼ିବ ଉଡାଯାହାଜ ଯୁଦ୍ଧକାଳୀନ ଭିକତିରେ ବର୍ତ୍ତମାନ ମାଲକାନଗିରିର ଏର୍ସଟ୍ରିପର କାର୍ଯ୍ୟ ଜାରି ରହିଛି କାର୍ଯ୍ୟର ତଦାରଖ କରିଛି ବିଜୁ ଜନତା ଦଳର ଉପଦେଷ୍ଟା ପ୍ରଦୀପ ମାଝି ମାଲକାନଗିରି ଜିଲ୍ଲା କୁ ଏର୍ସଟ୍ରିପ ।

ଏହା ଦ୍ବାରା ମାଲକାନଗିରି ଜିଲ୍ଲାରେ ବଢିବ ପର୍ଯ୍ୟଟନ , ବ୍ୟାପାର ବଢିବ ସ୍ଥାନୀୟ ଲୋକଙ୍କ ରୋଜଗାର। ଏହାର ପରିକଳ୍ପନା କରି ୨୦୧୮ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ଉଦଘାଟନ କରି ସାରିଥିଲେ। ମାଲକାନଗିରିକୁ ଆଉ କେହି କହିବେନି ଉପାନ୍ତ ଅଞ୍ଚଳ। ସେ ପରିକଳ୍ପନା ଆଜି ରୂପ ନେବାକୁ ଯାଉଛି।

 

LEAVE A REPLY

Please enter your comment!
Please enter your name here