ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଆଜି ଠାରୁ ସର୍ବ ଭାରତୀୟ ମୋଟର ପରିବହନ କଂଗ୍ରେସ ର ବିରୋଧ କୁ ସମର୍ଥନ କରି ଓଡିଶା ଗଞ୍ଜାମ ଜିଲ୍ଲା ଆସିକା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେଂରିଙ୍ଗ ଛାଡ଼ ଆନ୍ଦୋଳନ କରିଛନ୍ତି l କେନ୍ଦ୍ର ସରକାର ନୁଆଁ ହିଟ ଆଣ୍ଡ ରନ ଆଇରନ ନିୟମ କୁ ବିରୋଧ କରୁଛନ୍ତି ବସ, ଟ୍ରକ ଏବଂ ମିନିବସ ଡ୍ରାଇଭର ସଂଘ l ଏହି ପ୍ରାଣିତ ଆଇନ କୁ ବିରୋଧ କରିଛନ୍ତି ଡ୍ରାଇଭର ସଂଘ l ଏହି ଆଇନ କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେବାକୁ କହୁଛନ୍ତି l ସକାଳୁ ସକାଳୁ ଆସିକା ବସ ଷ୍ଟାଣ୍ଡ, ବିଜୁ ପଟନାୟକ ଛକ, କାଳଷଣ୍ଡ ପୁର, ପଲ୍ଲୀ ଛକ ଆଦି ସ୍ଥାନ ରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି l