ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ଜିଲ୍ଲା କୁର୍ମାନୁର ଅଞ୍ଚଳରେ ଦିନ ଥିଲା l ସାଧାରଣ ଲୋକେ ମଧ୍ୟ୍ୟ ଯିବାପାଇଁ ଡରୁଥିଲେ l ହେଲେ ଆଜି ମାଓ ଦମନ କରିବା ପରେ ପ୍ରଥମ ଥର ପାଇଁ କୁର୍ମାନୁର ଅଞ୍ଚଳ ରେ ଚାଲିଛି ଭୋଟ ପ୍ରଚାର l ଏହି ଅଞ୍ଚଳ ବାସୀଙ୍କ ଅନେକ ସମସ୍ୟା ରହିଛି l
ଏହାକୁ ମୁଦା କରି କଂଗ୍ରେସ ଦଳର ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ବିଧାୟକ ପାର୍ଥି ମାଲାମାଡ଼ି ଏବଂ ଚିତ୍ରକୁଣ୍ଡା କଂଗ୍ରେସ ଦଳର ବିଧାୟକ ପାର୍ଥି ମଙ୍ଗୁଖିଲ ଙ୍କ ସହ ଦଳର ମୁଖପାତ୍ର ଗୋବିନ୍ଦ ପାତ୍ର ଓ ଦଳିଅ କର୍ମୀ ଯୋଗ ଦେଇ ଲୋକଙ୍କ ସହ ଆଲୋଚନା କରିବା ସହ କଂଗ୍ରେସ ଦଳକୁ କେମିତି ସୁଦୃଢ କରିବେ ଏବଂ ମାଲକାନଗିରି ଜିଲ୍ଲାରେ ଏଥର କେମିତି କଂଗ୍ରେସ ଦଳ ବିଜୟ ହାସଲ କରିବ ତାହା ମଧ୍ୟ୍ ଆଲୋଚନା କରିଥିବାର ଦେଖିବାକୁ ମିଳିଛି ।