ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକ ପ୍ରାର୍ଥୀ କେ. ଅନିଲ କୁମାର ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡିଆରେ ଥିବା ଅଜୁର୍ନ ଲୋଫିଙ୍ଗ କ୍ଲବ, ଭୋଲିବଲ ଟିମ ସହିତ, ପଡିଆ ରେ ଉପସ୍ଥିତ ସମସ୍ତ ଖେଳାଳି ସହ ଖେଳ ପଡିଆର ଉର୍ନତି ବିଷୟରେ ଆଲୋଚନା କରିବା ସହ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଯୋଜନା ଲୋକଙ୍କ ପାଖରେ କିପରି ପହଂଚିବ ସେ ନେଇ ଆଲୋଚନା କରିବା ସହ ବିଜେପି ସପକ୍ଷରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।