କରଞ୍ଜିଆ ଓକିଲ ସଙ୍ଘ ପକ୍ଷ ରୁ ସାମ୍ବାଦିକ ସମ୍ବିଳନୀ 

0

କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ପ୍ରତ୍ୟେକ ବର୍ଷ ମଧୁବାବୁ ଙ୍କ ଜୟନ୍ତୀ ମହା ଆଡମ୍ବର ସହିତ କରଞ୍ଜିଆ ଓକିଲ ସଙ୍ଘ ପକ୍ଷରୁ ପାଳନ କରିଥାନ୍ତି | ଆଗାମୀ ୨୮ତାରିଖ ରବିବାର ଦିନ ମଧୁବାବୁଙ୍କ ଜୟନ୍ତୀ ଥିବାରୁ ଚଳିତ ବର୍ଷ ମଧ୍ୟ ମଧୁବାବୁଙ୍କ ଜୟନ୍ତୀ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଓକିଲ ସଂଘ ପକ୍ଷରୁ ନିଷ୍ପତି ହୋଇଛି |

Oplus_131072

ଏହି ରକ୍ତଦାନ ଶିବିରରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କୁ ସାମିଲ ହେବା ପାଇଁ ଏକ ସାମ୍ବାଦିକ ସମ୍ବିଳନୀ ମାଧ୍ୟମରେ ଓକିଲ ସଂଘର ସଭାପତି ବାଞ୍ଛାନିଧି ପୃଷ୍ଟି ଅନୁରୋଧ କରିଛନ୍ତି |

 

LEAVE A REPLY

Please enter your comment!
Please enter your name here