ବିଜେଡିର ୧୪୭ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିଛି । ୧୪୭ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ପ୍ରକାଶ କରିଛି ବିଜେଡ଼ି । ଦଳ ଗତଥର ପ୍ରାର୍ଥୀ କରିଥିବା ୧୪୭ ବିଧାୟକଙ୍କ ଭିତରୁ ୪ଜଣଙ୍କୁ ଦଳରୁ ବହିଷ୍କାର କରିଛି । ୩୬ଜଣଙ୍କ ଉପରେ ଦଳ ଭରଷା କରିପାରିନି । ୪୦ ଜଣ ନୂଆ ପ୍ରାର୍ଥୀ ଦଳ ଦେଇଛି । ଏଥି ସହ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଂସଦ ପ୍ରାର୍ଥୀ ପାଇଁ ମନୋନୀତ କରିଛି ।

 

*ବିଜେଡିର ପୂର୍ଣ୍ଣାଙ୍ଗ ବିଧାୟକ ପ୍ରାର୍ଥୀ ତାଲିକା*

 

*୧.ବିଷମ କଟକ – ଜଗନ୍ନାଥ ସାରକା*

*୨) ଗୁଣୁପୁର – ରଘୁନାଥ ଗମାଙ୍ଗ*

*୩) ରାୟଗଡା – ଅନୁସୂୟା ମାଝୀ*

*୪) ବରଗଡ – ଦେବେଶ ଆଚାର‌୍ୟ୍ୟ*

*୫) ବିଜେପୁର – ରୀତା ସାହୁ*

*୬) ଅତାବିରା – ସେହ୍ନାଙ୍ଗିନୀ ଛୁରିଆ*

*୭) ଭଟଲି – ସୁଶାନ୍ତ ସିଂ*

*୮) ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର*

*୯) ବସ୍ତା – ସୁବାସିନୀ ଜେନା*

*୧୦) ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ*

*୧୧. ଭଦ୍ରକ – ପ୍ରଫୁଲ ସାମଲ*

*୧୨.ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ*

*୧୩.ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ*

*୧୪.ଚାନ୍ଦବାଲି – ବ୍ୟୋମକେଶ ରାୟ*

*୧୫.ବିଞ୍ଝାରପୁର – ପ୍ରମିଳା ମଲ୍ଲିକ*

*୧୬.ଧର୍ମଶାଳା – ପ୍ରଣବ ବଳବନ୍ତରାୟ*

*୧୭.ଯାଜପୁର – ସୁଜାତା ସାହୁ*

*୧୮.ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ*

*୧୯.ଢେଙ୍କାନାଳ – ସୁଧୀର ସାମଲ*

*୨୦.କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ*

*୨୧.ପରଜଙ୍ଗ – ନୃସିଂହ ସାହୁ*

*୨୨.ପାଲଲହଡା – ମୁକେଶ ପାଲ*

*୨୩.ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା*

*୨୪.ସୋନପୁର – ନିରଞ୍ଜନ ପୂଜାରୀ*

*୨୫.ଲୋଇସିଂହା – ନିହାର ରଞ୍ଜନ ବେହେରା*

*୨୬.ପାଟଣାଗଡ – ସରୋଜ ମେହେର*

*୨୭. ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ*

*୨୮.ଟିଟିଲାଗଡ – ଟୁକୁନି ସାହୁ*

*୨୯.ନୂଆପଡା – ରାଜେନ୍ଦ୍ର ଢୋଲକିଆ*

*୩୦.ଉମରକୋଟ – ନବୀନା ନାୟକ*

*୩୧.ଝରିଗାଁ – ରମେଶ ଚନ୍ଦ୍ର ମାଝୀ*

*୩୨.ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ*

*୩୩.ଡାବୁଗାଁ – ମନୋହର ରନ୍ଧାରୀ*

*୩୪.ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ*

*୩୫.ଜୁନାଗଡ – ଦିବ୍ୟଶଙ୍କର ମିଶ୍ର*

*୩୬.ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ*

*୩୭.ଭବାନୀପାଟଣା – ଲତିକା ନାୟକ*

*୩୮.ଜି ଉଦୟଗିରି – ସାଲୁଗା ପ୍ରଧାନ*

*୩୯.କଣ୍ଟାମାଳ – ମହିଧର ରଣା*

*୪୦.ବୌଦ୍ଧ – ପ୍ରଦୀପ କୁମାର ଅମାତ*

*୪୧.ବଡମ୍ବା – ଦେବୀ ପ୍ରସାଦ ମିଶ୍ର*

*୪୨.ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ*

*୪୩.ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ*

*୪୪.କଟକ ଚୌଦାର – ସୌଭିକ ବିଶ୍ୱାଳ*

*୪୫.ନିଆଳି – ପ୍ରମୋଦ ମଲ୍ଲିକ*

*୪୬.କଟକ ସଦର – ଚନ୍ଦ୍ରସାରଥୀ ବେହେରା*

*୪୭.ପାଟକୁରା – ଅରବିନ୍ଦ ମହାପାତ୍ର*

*୪୮.ଆଳି – ପ୍ରତାପ ଦେବ*

*୪୯.ରାଜନଗର – ଧ୍ରୁବ ସାହୁ*

*୫୦.ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ*

*୫୧.ପୁରୀ – ସୁନୀଲ ମହାନ୍ତି*

*୫୨.ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ*

*୫୩.ସତ୍ୟବାଦୀ – ସଞ୍ଜୟ ଦାସବର୍ମା*

*୫୪.ପିପିଲି – ରୁଦ୍ର ପ୍ରସାଦ ମହାରଥୀ*

*୫୫.ଜଟଣୀ – ବିଭୂତି ବଳବନ୍ତରାୟ*

*୫୬.ରଣପୁର – ସତ୍ୟନାରାୟଣ ପ୍ରଧାନ*

*୫୭.ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା*

*୫୮.ନୟାଗଡ – ଅରୁଣ ସାହୁ*

*୫୯.ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ*

*୬୦.ପୋଲସରା – ଶ୍ରୀକାନ୍ତ ସାହୁ*

*୬୧.କବିସୂର‌୍ୟ୍ୟନଗର – ଲତିକା ପ୍ରଧାନ*

*୬୨.ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା*

*୬୩.ସୋରଡା – ସଂଘମିତ୍ରା ସ୍ୱାଇଁ*

*୬୪.ହିଞ୍ଜିଳି – ନବୀନ ପଟ୍ଟନାୟକ*

*୬୫.ଗୋପାଳପୁର – ବିକ୍ରମ କୁମାର ପଣ୍ଡା*

*୬୬.ଦିଗପହଣ୍ଡି – ବିପ୍ଲବ ପାତ୍ର*

*୬୭.ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ*

*୬୮.କୋଟପାଡ – ଚନ୍ଦ୍ରଶେଖର ମାଝୀ*

*୬୯.କୋରାପୁଟ – ରଘୁରାମ ପୋଡାଲ*

*୭୦.ମାଲକାନଗିରି – ମାନସ ମାକାମ୍ବୀ*

*୭୧.କାଶୀପୁର – ବଦ୍ରିନାରାୟଣ ପାତ୍ର*

*୭୨.ପାଟଣା – ଜଗନ୍ନାଥ ନାୟକ*

*୭୩.ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା*

*୭୪.ଲକ୍ଷ୍ମୀପୁର -ପ୍ରଭୁ ଜାନି*

*୭୫.ପାରାଦୀପ-ଗୀତାଞ୍ଜଳି ରାଉତରାୟ*

*୭୬.ସମ୍ବଲପୁର-ପ୍ରସନ୍ନ ଆଚାର‌୍ୟ୍ୟ*

*୭୭.ରେଢାଖୋଲ-ରୋହିତ ପୂଜାରୀ*

*୭୮.ତେଲକୋଇ-ମାଧବ ସର୍ଦ୍ଦାର*

*୭୯.ତାଳଚେର-ବ୍ରଜ କିଶୋର ପ୍ରଧାନ*

*୮୦.ନର୍ଲା-ମନୋରମା ମହାନ୍ତି*

*୮୧.ବାଲିଗୁଡା-ଚକ୍ରମଣି କହଁର*

*୮୨.ଚିଲିକା-ରଘୁନାଥ ସାହୁ*

*୮୩.ବଡଚଣା-ବର୍ଷା ପ୍ରିୟଦର୍ଶିନୀ*

*୮୪.ଆନନ୍ଦପୁର-ଅଭିମନ୍ୟୁ ସେଠୀ*

*୮୫.କେନ୍ଦ୍ରାପଡା-ଗଣେଶ୍ୱର ବେହେରା*

*୮୬.ଚମ୍ପୁଆ-ସନାତନ ମହାକୁଡ*

*୮୭.ସାରସକଣା-ଦେବାଶିଷ ମାରାଣ୍ଡି*

*୮୮.କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ*

*୮୯.ରେମୁଣା-ବିଦ୍ୟାସ୍ମିତା ମହାଳିକ*

*୯୦.ସିମୁଳିଆ-ସୁଭାଷିନୀ ସାହୁ*

*୯୧.ରଘୁନାଥପାଲୀ-ଅର୍ଚ୍ଚନା ବେହେରା*

*୯୨.ବାଲିକୁଦା ଏରସମା- ସାରଦା ଜେନା*

*୯୩.ବରୀ-ବିଶ୍ୱରଂଜନ ମଲ୍ଲିକ*

*୯୪.କାକଟପୁର-ତୁଷାରକାନ୍ତି ବେହେରା*

*୯୫.ହିନ୍ଦୋଳ-ମହେଶ ସାହୁ*

*୯୬.ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି*

*୯୭.ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ*

*୯୮.କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ*

*୯୯.ପଦ୍ମପୁର- ଶ୍ରୀମତୀ ବର୍ଷାସିଂହ ବରିହା*

*୧୦୦) କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ*

*୧୦୧. ବେଗୁନିଆ -ପ୍ରଦୀପ ସାହୁ*

*୧୦୨.ଅନୁଗୁଳ- ଶ୍ରୀମତୀ ସଂଯୁକ୍ତା ସିଂହ*

*୧୦୩.ନିମାପଡ଼ା- ଦିଲ୍ଲୀପ କୁମାର ନାୟକ*

*୧୦୪.ସାନଖେମୁଣ୍ଡି- ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ*

*୧୦୫.ଜୟପୁର- ଡ. ଇନ୍ଦିରା ନନ୍ଦ*

*୧୦୬.ରେଢ଼ାଖୋଲ- ପ୍ରସନ୍ନ ଆଚାର‌୍ୟ୍ୟ*

*୧୦୭.ସମ୍ବଲପୁର- ରୋହିତ ପୂଜାରୀ*

*୧୦୮.ବଣାଇ-ଭୀମସେନ ଚୌଧୁରୀ*

*୧୦୯.ବାରିପଦା-ସାନନ୍ଦ ମାରାଣ୍ଡି*

*୧୧୦.ବ୍ରଜରାଜନଗର-ଅଳକା ମହାନ୍ତି*

*୧୧୧.ଝାରସୁଗୁଡା-ଦୀପାଳି ଦାସ*

*୧୧୨.ତାଳସରା-ବିଜୟ ଟପ୍ପୋ*

*୧୧୩.ସୁନ୍ଦରଗଡ-ଯୋଗେଶ ସିଂହ*

*୧୧୪,ରାଜଗାଙ୍ଘପୁର-ଅନୀଲ ବାର୍ଲା*

*୧୧୫. ଯଶୀପୁର-ଚକ୍ରଧର ହେମ୍ବ୍ରମ୍*

*୧୧୬. ଉଦଳା-ଶ୍ରୀନାଥ ସୋରେନ*

*୧୧୭.ବଡସାହି-ଅନସୂୟା ପାତ୍ର*

*୧୧୮.ମୋରଡା-ପ୍ରୀତିନନ୍ଦା କାନୁନଗୋ*

*୧୧୯.ସୋର-ମାଧବ ଧଡା*

*୧୨୦.ଆଠମଲ୍ଲିକ- ନଳିନୀ ପ୍ରଧାନ*

*୧୨୧.ବୀରମହାରାଜପୁର-ପଦ୍ମନାଭ ବେହେରା*

*୧୨୨,ଖଡିଆଳ-ଅଧିରାଜ ପାଣିଗ୍ରାହୀ*

*୧୨୩.ଫୁଲବାଣୀ-ଜୟଶ୍ରୀ କହଁର*

*୧୨୪.ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା,*

*୧୨୫.ତିର୍ତ୍ତୋଲ-ରମାକାନ୍ତ ଭୋଇ*

*୧୨୬.ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି*

*୧୨୭.ଭୁବନେଶ୍ୱର ଉତ୍ତର – ସୁଶାନ୍ତ ରାଉତ*

*୧୨୮.ଏକାମ୍ର-ଅଶୋକ ପଣ୍ଡା*

*୧୨୯.ଖଲ୍ଲିକୋଟ-ସୂର‌୍ୟ୍ୟମଣି ବୈଦ୍ୟ*

*୧୩୦. ଆସିକା – ମଞ୍ଜୁଲତା ସ୍ୱାଇଁ*

*୧୩୧. ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ*

*୧୩୨. ପାରଳାଖେମୁଣ୍ଡି-ରୂପେଶ ପାଣିଗ୍ରାହୀ*

*୧୩୩. ମୋହନା-ଅନ୍ତର‌୍ୟ୍ୟାମୀ ଗମାଙ୍ଗୋ*

*୧୩୪. ପଟାଙ୍ଗୀ-ପ୍ରଫୁଲ୍ଲ ପାଙ୍ଗୀ*

*୧୩୫. ରେଙ୍ଗାଲି-ସୁଦର୍ଶନ ହରିପାଲ*

*୧୩୬. ରାଉଲକେଲା-ଶାରଦା ନାୟକ*

*୧୩୭. ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ*

*୧୩୮. କେନ୍ଦୁଝର-ମୀନା ମାଝୀ*

*୧୩୯. ରାଇରଙ୍ଗପୁର-ରାଇସିଂ ମୁର୍ମୁ*

*୧୪୦. ବାଲେଶ୍ୱର-ସ୍ୱରୂପ ଦାସ*

*୧୪୧. ବାରବାଟୀ କଟକ- ପ୍ରକାଶ ବେହେରା*

*୧୪୨. ସାଲେପୁର- ପ୍ରଶାନ୍ତ ବେହେରା*

*୧୪୩. ଜୟେଦେବ-ନବକିଶୋର ମଲ୍ଲିକ*

*୧୪୪. ସନ୍ଧ୍ୟାରାଣୀ ଦାସ- କୋରେଇ*

*୧୪୫. ଖଣ୍ଡପଡ଼ା – ସାବିତ୍ରୀ ପ୍ରଧାନ*

*୧୪୬. ନୀଳୀଗିରି – ସୁକାନ୍ତ ନାୟକ*

*୧୪୭. ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ*

 

*ବାଦ୍ ପଡିଛନ୍ତି*

 

*୧)ସୀମାରାଣୀ ନାୟକ-ହିନ୍ଦୋଳ-ଦଳ ଛାଡିଛନ୍ତି*

 

*୨)ଅରବିନ୍ଦ ଢାଲି-ଜୟଦେବ-ଦଳ ଛାଡିଛନ୍ତି*

 

*୩)ଭାଗୀରଥି ସେଠୀ-ଆନନ୍ଦପୁର-ଦଳ ଛାଡିଛନ୍ତି*

 

*୪)ଅମର ପ୍ରସାଦ ଶତପଥି-ବଡଚଣା*

 

*୫)ଅଙ୍ଗଦ କହଁର-ଫୁଲବାଣି*

 

*୬)ବିଜୟ ଶଙ୍କର ଦାସ-ତିର୍ତ୍ତୋଲ*

 

*୭)ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ*

 

*୮)କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା*

 

*୯)ପର୍ଶୁରାମ ଧଡା-ସୋର*

 

*୧୦)ପ୍ରତାପ ଜେନା-ମାହାଙ୍ଗା*

 

*୧୧)ପ୍ରେମାନନ୍ଦ ନାୟକ-ତେଲକୋଇ*

 

*୧୨)ରଘୁନାଥ ଦାସ-ବାଲିକୁଦ-ଏରସମା*

 

*୧୩)ରଜନିକାନ୍ତ ସିଂହ-ଅନୁଗୁଳ*

 

*୧୪)ସମ୍ବିତ ରାଉତରାୟ-ପାରାଦୀପ*

 

*୧୫)ସମୀର ରଞ୍ଜନ ଦାଶ-ନିମାପଡା*

 

*୧୬)ଶଶୀ ଭୂଷଣ ବେହେରା-କେନ୍ଦ୍ରାପଡା*

 

*୧୭)ସାବିତ୍ରୀ ଅଗ୍ରୱାଲ-ପାଟକୁରା*

 

*୧୮)ସୁନନ୍ଦା ଦାସ-ବରୀ*

 

*୧୯)ଅନନ୍ତ ଦାସ-ଭୋଗରାଇ*

 

*୨୦)ଜ୍ୟୋତିନ୍ଦ୍ରନାଥ ମିତ୍ର-ଖୋର୍ଦ୍ଧା*

 

*୨୧)ଅରୁନ୍ଧତୀ ଦେବୀ-ଦେବଗଡ*

 

*୨୨) ଭୁପିନ୍ଦର ସିଂହ – ନର୍ଲା*

 

*୨୩) ଅଶୋକ ବଳ – କୋରେଇ*

 

*୨୪) ମୌସଧୀ ବାଗ୍‌- ଧର୍ମଗଡ଼*

 

*୨୫) ନତ୍ୟାନନ୍ଦ ସାହୁ – ବସ୍ତା*

 

*୨୬) ପ୍ରୀତମ ପାଢ଼ୀ – ପଟ୍ଟାଙ୍ଗୀ*

 

*୨୭) ପ୍ରକାଶ ଚନ୍ଦ ମାଝୀ – ଝରିଗାଁ*

 

*୨୮) ପୂର୍ଣ୍ଣଚନ୍ଦ୍ର ବାକା – ଚିତ୍ରକୋଣ୍ଡା*

 

*୨୯) ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ – ସୋରଡ଼ା*

 

*୩୦) ରାଜକିଶୋର ଦାସ – ମୋରଡ଼ା*

 

*୩୧) ରମେଶ ଚନ୍ଦ୍ର ସାଏ – ଆଠମଲିକ*

 

*୩୨) ସଦାଶିବ ପ୍ରଧାନୀ- ନବରଙ୍ଗପୁର*

 

*୩୩) ସୁବତ୍ର ତରାଇ- ରଘୁନାଥପାଲୀ*

 

*୩୪) ମୀନାକ୍ଷୀ ମହାନ୍ତ – ଚମ୍ପୁଆ*

 

*୩୫) ପଦ୍ମୀନ ଦିଆନ – କୋଟପାଡ଼*

 

*୩୬) ଉଷା ଦେବୀ – ଚିକିଟି*

 

*ବିଜେଡି ଦଳରୁ ବହିଷ୍କୃତ ହୋଇଥିବା ନେତା:-

୧)ପ୍ରଦୀପ ପାଣିଗ୍ରାହୀ-ଗୋପାଳପୁର

୨)ପ୍ରଶାନ୍ତ ଜଗଦ୍ଦେବ-ଚିଲିକା

୩)ସୌମ୍ୟରଞ୍ଜନ ପଟ୍ଟନାୟକ-ଖଣ୍ଡପଡା

୪)ସୁଧାଂଶୁ ଶେଖର ପରିଡା-ରେମୁଣା

LEAVE A REPLY

Please enter your comment!
Please enter your name here