ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

0

ମୋହନା ( ବିପ୍ଲବୀ ପରିକ୍ରମା ):- ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି ଗଜପତି ଜିଲ୍ଲା ମୋହନା ପୋଲିସ l ଗଣି ଛକରେ ଏକ ଗଛ ଉପରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଥିବା ଖବର ପାଇଥିଲା ମୋହନା ପୋଲିସ l ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ କରୁଛି l ଗଛ ମୂଳରେ ଏକ ଅଟୋ ଥିବା ବେଳେ ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଦିଗପହଣ୍ଡି ଥାନା ଚଞ୍ଚଡାପଲି ଗାଁର ପିଣ୍ଟୁ ପାତ୍ର ବୋଲି ଜଣାପଡିଛି l

LEAVE A REPLY

Please enter your comment!
Please enter your name here