ବିଜୁ ଜନତା ଦଳଳୁ ଲୁଟିଛନ୍ତି ମାନସ ମଙ୍ଗରାଜ
ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଠିକ କଥା କହିବାରୁ ମାନସ ବସ୍ତିଆଙ୍କୁ ବିଜୁ ଜନତା ଦଳର ନେତା ମାନେ ଜନୈକ ବ୍ୟକ୍ତି ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତା ନୁହଁ ଏବଂ ବିଭିନ୍ନ ଗଣମାଧ୍ୟମରେ ଦଳର ନେତୃବୃନ୍ଦଙ୍କ ବିରୋଧରେ ବିଭିନ୍ନ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଥିବା ଜଣେ ପାଗଳ ବା ସମ୍ପୃକ୍ତ ବ୍ୟକ୍ତି ବିଜୁ ଜନତା ଦଳର କୌଣସି ପଦ ପଦବୀରେ ନାହାନ୍ତି ଓ ତାଙ୍କ ମତ ମନ୍ତବ୍ୟକୁ ଦଳର ମତ ସହିତ ଯୋଡ଼ାଯିବ ନାହିଁ ବୋଲି କହିଛନ୍ତି l କିନ୍ତୁ ମାନସ ବସ୍ତିଆ ଦାବି ରଖିଛନ୍ତି ଯେତେବେଳେ ଦଳର ପ୍ରଶଂସା କରୁଥିଲି ଯେତେବେଳେ କାହିଁକି ଦଳର କର୍ମକତା ନୁହଁ ବୋଲି ବିରୋଧ କଲେ ନାହିଁ ଏବେ ଠିକ କଥା କହିଲେ କାହିଁକି ବିରୋଧ କରୁଛନ୍ତି ବୋଲି କହିଛନ୍ତି l