3 severe by eating poisonous spices

0
Oplus_131072

 ବିଷାକ୍ତ ଛତୁ ଖାଇ 3 ଗୁରୁତର 

 

ମୋହନା ( ବିପ୍ଲବୀ ପରିକ୍ରମା ):– ବିଷାକ୍ତ ଛତୁ ଖାଇ 3 ଗୁରୁତର l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଲlଦୁର୍ମା ଗାଁରେ l ସମସ୍ତ ଗୁରୁତର ଗୋଟିଏ ପରିବାରର ଥିବା ସୂଚନା l ଗୁରୁତର ମାନେ ହେଲେ ତବତୀୟl ମଣ୍ଡଳ, ମା ଗେରେଗେରେଣ୍ଡି ମଣ୍ଡଳ, ପୁଅ ତବତୀୟl ମଣ୍ଡଳ ଓ ଝିଅ ପଞ୍ଚମୀ ମଣ୍ଡଳ l ସମସ୍ତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତି କରିଛନ୍ତି ସ୍ଥାନୀୟ ଲୋକେ l ଆଜି ମଧ୍ୟାହ୍ନ ରେ ଜଙ୍ଗଳରୁ ଛତୁ ଆଣି ରୋଷେଇ କରି ଖାଇଥିଲେ l ଏହାର କିଛି ସମୟ ପରେ ମୁଣ୍ଡ ବୁଲାଇବା ସହ 3 ଜଣକୁ ବାନ୍ତି ହୋଇଥିଲା l ତୁରନ୍ତ ସେମାନଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲ କୁ ଅଣାଯାଇଥିଲା l ବର୍ତମାନ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର l

LEAVE A REPLY

Please enter your comment!
Please enter your name here