Odisha Assembly will soon be paperless

0
Oplus_131072

 

ଖୁବଶୀଘ୍ର ଓଡିଶା ବିଧାନସଭା ହେବ ପେପରଲେସ୍

ବିପ୍ଲବୀ ପରିକ୍ରମା ବ୍ୟୁରୋ :-  ଓଡ଼ିଶା ବିଧାନସଭାକୁ ପେପରଲେସ୍‌ କରାଯିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତିଙ୍କ କହିବାନୁସାରେ, ବିଧାନସଭାକୁ ସଂପୂର୍ଣ୍ଣ କାଗଜମୁକ୍ତ କରିବାକୁ ଯୋଜନା କରାଯାଇଛି । ବିଧାନସଭାକୁ ପେପରଲେସ୍‌ କରିବାକୁ ନେଭା ଦାୟିତ୍ବ ନେଇଛି । ପୁରୁଣା ଓ ନୂଆ ସମସ୍ତ ବିଧାୟକଙ୍କୁ ନେଭା ପକ୍ଷରୁ ଟ୍ରେନିଂ ଦିଆଯିବ ।

ଦୁଇ ବର୍ଷ ଭିତରେ ପ୍ରକ୍ରିୟା ଶେଷ ହେବା ନେଇ ଆଶା ଅଛି ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ । ବିଧାନସଭାକୁ ପେପରଲେସ୍ କରି ସମ୍ପୁର୍ଣ୍ଣ ଡିଜିଟାଲାଇଜ୍ କରିବା ପାଇଁ ନେଭା ଦାୟିତ୍ୱ ନେଇଛନ୍ତି । ଖୁବଶୀଘ୍ର ବିଧାନସଭା ହେବ କାଗଜମୁକ୍ତ ହେବ । ଓଡିଶାର ବିଧାନସଭାକୁ ଏକ ସମ୍ପୁର୍ଣ୍ଣ କାଗଜମୁକ୍ତ ବିଧାନସଭା କରିବା ପାଇଁ ଲକ୍ଷ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here