ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ର ଜଣେ ଅଧିକାରୀ ସସପେଣ୍ଟ ହୋଇ ଥିବା ବେଳେ ଆଉ ତିନି ଜଣ କର୍ମଚାରୀଙ୍କ ନାମରେ ଦୁର୍ନୀତି ଅଭିଯୋଗ
ରାୟଗଡା ( ବିପ୍ଲବୀ ପରିକ୍ରମା ):- ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ର ଦୃରୁନିତି ଦିନକୁ ଦିନ ଘୁମର ଖୁଲିବାରେ ଲାଗିଛି, ସୁଚନା ଏହା ଯେ ୨୭ କୋଟି ଟଙ୍କାର ଦୃନିତି ଅଭିଯୋଗ ରେ ଶ୍ରମ ଅଧିକାରୀଣି ଶ୍ରୀ ମତି ଜସମିନି ସୁଭ ଦର୍ଶନି ସାହୁ ଙ୍କୁ ନିଳମ୍ବିତ କରାଯାଇଥିବା ବେଳେ, ବର୍ତ୍ତମାନ ଶ୍ରମ କାର୍ଯ୍ୟ ଳୟ ର ଆଉ ୩ ଜଣ କର୍ମଚାରୀ ଜଥା ଡି,ଏଲେ,ଓ, ଗୋପାଳ କୃଷ୍ଣ ମଙ୍ଗରାଜ, ଏ,ଏଲେ,ଓ, ସଞ୍ଜୟ କୁମାର ରହିତ, W,C, ସୁଶାନ୍ତ କୁମାର ସାହୁ, ଙ୍କ ନାମରେ ୩, ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଅଡିଓ Social media ରେ ଘୁରି ବୁଲୁଥିବା ବିଷୟ ଜିଲ୍ଲା ରେ ହୟିଚୟି ସୃଷ୍ଟି କରି ଛି ଯାହାକି ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ଉପସଭାପତି ଶ୍ରୀ ଯୁକ୍ତ ବଳରାମ କୁଷଲିଆ ଙ୍କ ସହିତ ଡିଲି କରିଥିବା କଥା ନିଜେ ବଳରାମ କୁଷଲିଆ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି l