ରାୟଗଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାୟଗଡା ଜିଲ୍ଲା ଗୁଡ଼ାରୀ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀ ଙ୍କ ଜନ୍ମ ଦିନ ପାଳନ ହୋଇଯାଇଛି , ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ , ଶହେ ତମ ଜନ୍ମଦିନ ରେ ଗୁଡ଼ାରୀ ବାସି ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି , ଦେଶ ପାଇଁ ଅଟଳ ବିହାରୀ ବାଜପେୟୀ ଙ୍କ ଅବଦାନ କୁ ମନେ ପକାଉଛନ୍ତି ସମସ୍ତେ ପ୍ରଧାନମନ୍ତ୍ରୀ ଭାବେ ନେଇ ଥିବା ନିଷ୍ପତ୍ତି ବଦଳାଇ ଦେଇଥିଲା ଦେଶର ଭାଗ୍ୟ l
ବାଜପେୟୀଙ୍କ ଜନ୍ମ ୧୯୨୪ ମସିହା ଡ଼ିସେମ୍ବର ୨୫ ତାରିଖ ମଧ୍ୟ ପ୍ରଦେଶର ଗୁଆଲି ଆରେ ଜନ୍ମଗ୍ରହଣ କରିଥିଲେ ସେ ଜଣେ ଅଦ୍ୱିତୀୟ ରାଷ୍ଟ୍ରୀୟ କ , ସର୍ବଶ୍ରେଷ୍ଠ ସାଂସଦ ରାଜ ନିତି ଜଗତର ଭିଷ୍ମ ପିତା ମୋହ , କବି , ପ୍ରବାଦ ପୁରୁଷ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପଦ୍ମ ବିଭୂଷଣ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ଅବସରରେ ଯୋଗ ଦେଇଥିଲେ , କୃଷ୍ଣ ବେହେରା , ହରିହର ମହାରଣା,ପ୍ରଦୀପ ଚନ୍ଦ୍ର ରଣା ପ୍ରତାପ ପାଣିଗ୍ରାହୀ , କୃଷ୍ଣ ସାହୁ ,ବିରକିଶ୍ଵର ନନ୍ଦ , v .ହାରି କୃଷ୍ଣା, କୁନା ବେହେରା , ସୁରେଶ ଚନ୍ଦ୍ର ମହାଙ୍କୁଡ , ରାଜା ପାଣିଗ୍ରାହୀ , ବାବୁଲା ଶବର , ଆଶିଷ କୁମାର ତୁଳ , L.ଅଜିତ କୁମାର , ପ୍ରଦୀପ ସେଠୀ ,ସହ ବି ,ଜେ , ପି କର୍ମୀମାନେ ଭକ୍ତି ପ୍ପତ ଶ୍ରଦ୍ଧାଞ୍ଜଳି ଏବଂ କୋଟି କୋଟି ପ୍ରଣାମ ଜଣାଇଥିବା ଦେଖିବାକୁ ମିଳିଥିଲା l