ଭାରତୀୟ ଜନତା ପାର୍ଟି 2024ରେ ସରକାର କରିବ 

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- 2024 ରେ ଓଡିଶା ର ପୁଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବ. କାଳିଆ ଯୋଜନା ରେ ରାଜ୍ୟ ସରକାର କୃଷକ ମାନଙ୍କ ପ୍ରତି ଅନ୍ୟାୟ କଲେ. ନିର୍ବାଚନ ସମୟରେ କିଛି ଟଙ୍କା ଦେଇ ଦେଇ କାଳିଆ ଟଙ୍କା ଦବା ବନ୍ଦ କରିଦେଲେ. ଓଡିଶା ର ଚାଷୀ ଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ଗୋଟେ ଚାଷୀ କୁ 25000 ଟଙ୍କା ଦେବ ବୋଲି ପ୍ରତିଶୃତି ଦେଇଥିଲା କିନ୍ତୁ ସତରେ ଦେଲା କି ବିଜେପି ସରକାର ଆସିଲେ 3100 ଟଙ୍କା ରେ ଧାନ ବିକିବ ଚାଷୀ. କଟଣୀ ଛଟଣି ବ୍ୟ ବସ୍ତା ବନ୍ଦ କରିବ . ମସ୍ୟଜୀବୀ ଙ୍କୁ 10000 ଟଙ୍କା ସହାୟତା ଦେବ. କୋଲଡ଼ ଷ୍ଟୋରେଜ ବ୍ୟବସ୍ତା କରିବ. ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନି ମଣ୍ଡଳୀ ରେ କୋଲଡ଼ ଷ୍ଟୋରେଜ ବ୍ୟବସ୍ତା କଲେ ନାହିଁ. 9252କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସାହାଯ୍ୟ ରେ ପ୍ରଦାନ କରିଛ ନ୍ତି. କିନ୍ତୁ ରାଜ୍ୟ ସରକାର ଚାଷୀ ଙ୍କ 6000 ଟଙ୍କା ଖାଇଗଲେ. 447ଏପିଓ ଗଠନ କରିଛନ୍ତି କେନ୍ଦ୍ର ସରକାର. ଯାହା ସାହାଯ୍ୟ ରେ ଚାଷୀ ଙ୍କ ବିକାଶ ହୋଇ ପାରିବ l

କିନ୍ତୁ ନବୀନ ସରକାର କୌଣସି ଚାଷୀ ଙ୍କ ପାଇଁ ଯୋଜନା କଲେ ନାହିଁ. କାଳିଆ ଯୋଜନା ଟଙ୍କା ଅନ୍ୟ ପ୍ରୋଜେକ୍ଟ ରେ ଖର୍ଚ୍ଚ କରିଛନ୍ତି. କୃଷକ ଙ୍କ ଆୟ ଦୁଇ ଗୁଣିତ କରିବାକୁ ସଂକଳ୍ପ ନେଇଛନ୍ତି କେନ୍ଦ୍ର ସରକାର. କୃଷି ଯନ୍ତ୍ରପାତି ଉପରେ 85 ପ୍ରତିଶତ ଛାଡ଼ କରିବୁ. ମଣ୍ଡି ଜରିଆରେ ଅଧିକାରୀ ମାନେ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି. ଖୁଦ୍ର ଜଳ ସେଚନ ଜରିଆରେ ପ୍ରତି ଚାଷୀ କ୍ଷତ ରେ ପାଣି ପହଞ୍ଚାଇବୁ। ଜୈବିକ ଚାଷୀ ଙ୍କୁ ପ୍ରୋତ୍ସାହନ କରିବୁ. କୀଟ ପଶୁ ପତଙ୍ଗ ଦ୍ଵାରା ନଷ୍ଟ ହେଉଥିବା ଚାଷୀ ଙ୍କୁ ସାହାଯ୍ୟତା କରିବୁ. ଘାସ ଚାଷ ପାଇଁ 50 ପ୍ରତିଶତ ସବସିଡ କରିବୁ. ଦୁଗ୍ଧ ଚାଷୀ ମାନଙ୍କୁ ପ୍ରୋଛାହାନ କରିବୁ. ବେଆଇନ ଭାବେ ଗୋ ହତ୍ୟା କୁ ବନ୍ଦ କରିବୁ. ପ୍ରାଣୀ ସମ୍ପଦ ର ଶୁଭଆରମ୍ଭ କରିବୁ. କୁକୁଡ଼ା ଛେଳି ଘୁଷୁରୀ ଚାଷ କରିବାକୁ ସବାସି ଡି ପ୍ରାଦନ କରିବୁ ଯେଉଁ ସବୁ ସଂକଳ୍ପ ଆମେ କରିଛୁ ତାହା ସରକାର ଆସିଲେ କରିବୁ. 24 ବର୍ଷ ଭିତରେ ନବୀନ ସରକାର ଯାହା ବିକାଶ କରିପାରିନାହିଁ ବିଜେପି 5 ବର୍ଷ ଭିତରେ କରି ଦେଖାଇବ l

LEAVE A REPLY

Please enter your comment!
Please enter your name here