ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବଲିଉଡର ମେଗା ଷ୍ଟାର ତଥା ବିଗ ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପଡ଼ିଛନ୍ତି। ହଠାତ୍ ସେ ଅସହଜ ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେଠାରେ ତାଙ୍କର ଅନେକ ପ୍ରକାରର ମେଡିକାଲ ଯାଞ୍ଚ କରାଯାଇଛି।
One of the Odisha's best Channel Covering the latest news & Information.
Contact us: biplabiparikramlive@gmail.com