ଆସିକା, ହରିହର ପାଢ଼ୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସମ୍ପ୍ରତି ଦେଶର ଜଳ ସ୍ଥଳ ଓ ଆକାଶ ବାହିନୀ ର ବୀର ଯବାନକୁ ସଂମ୍ମାନ ଜଣାଇ ଆସିକା ଏନ ଏ ସି ପକ୍ଷରୁ ତହସିଲ, ବ୍ଲକ ଓ ଏନ ଏ ସି ର ମିଳିତ ସହଯୋଗ ରେ ଏକ ତୀରଙ୍ଗା ରାଲି ଆୟୋଜିତ ହୋଇଯାଇଛି l ପ୍ରଥମେ ମା ମାନଙ୍କ ସିନ୍ଦୁର ର ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ତିନି ବାହିନୀର ବୀର ଯବାନ କୁ ପ୍ରଣାମ ଜଣାଇଥିଲେ l
ରାଷ୍ଟ୍ରର ଏକତା, ଅଖଣ୍ଡତା ସହିସ୍ଟୁଂତା, ବନ୍ଧୁତା,ପ୍ରତିକ ହେଉଛି ଆମ ଦେଶର ତ୍ରିରଙ୍ଗା l ଆଜିର ଏହି ର ତ୍ରିରଙ୍ଗା ଯାତ୍ରା ରେ ତହସିଲଦାର, ଥାନା ଅଧିକାରୀ, ଏନ ଏ ସି ର ଅଧିକାରୀ ସମେତ ବହୁ ଆଧିକ୍ଷରିଲଲ ମାନେ ସହଯୋଗ କରୁଥିlel