ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ବାବଦରେ ଆଉ ଟିକେ ସ୍ପଷ୍ଟତା ଆସୁ। ମୁଖ୍ୟମନ୍ତ୍ରୀ ଯେତେବେଳେ କହିସାରିଛନ୍ତି ସେ ବାବଦରେ ସରକାର ଯାହା ନିଷ୍ପତ୍ତି ନେବେ ସବୁ ଭାବିଚିନ୍ତି ନିଷ୍ପତ୍ତି ନେବେ। ଏଟା ଏକ ଛୋଟ ଘଟଣା ନୁହେଁ। ଲମ୍ବା ସମୟ ଧରି ଏ ପ୍ରସଙ୍ଗରେ ବିଭିନ୍ନ ଅଞ୍ଚଳରେ ଦାବି ରହିଛି। ତାକୁ ବିଚାର ବିମର୍ଶ କରି ସରକାର ସଠିକ ନିଷ୍ପତ୍ତି ନେବେ।

ଆମେ ବିରୋଧୀ ଦଳରେ ଥିବାବେଳେ ସେ କଥା ଦେଖୁଥିଲୁ । ଏବେ ବି ଦେଖୁଛୁ। ତେଣୁ ଏ ବାବଦରେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

LEAVE A REPLY

Please enter your comment!
Please enter your name here