ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରୁଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନା ଓ଼ ଆସିକା ସାଂସଦ ପ୍ରାର୍ଥୀ ଦେବକାନ୍ତ ଶର୍ମା 

0
Oplus_131072

ସାନଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ସୁଖ ଦୁଃଖର ସାଥି ରମେଶ ଭାଇ l ମୁଁ ରାଜନୀତି କୁ ଦେଖାଣିଆ ପାଇଁ ବା ବିଧାୟକ ବୋଲି କହିବୁଲିବା ପାଇଁ ଆସିନାହିଁ l ସାନଖେମୁଣ୍ଡି ର ବିକାଶ, ଲୋକମାନଙ୍କର ମଙ୍ଗଳ, ମାଟି ର ନାମ ରଖିବା ପାଇଁ ସହ ସୁଖ ଏବଂ ଦୁଃଖରେ ବନ୍ଧୁ ହିସାବରେ ରହିଛି l ଏହି ନିର୍ବାଚନ ମଣ୍ଡଳୀରେ ମୋଦି କା ଲେହେର, ରାଜ ପରମ୍ପରା, ନବୀନ ଯାଦୁ କାମ କରିବ ନାହିଁ l ଏହା କଂଗ୍ରେସ ଗଡ଼ ରହିଛି,ରହିବ ସେଥିପାଇଁ ଉଦ୍ୟମ ରଖିଛି l ଅଂଚଳ ର ଚାଷୀ, ମୁଲିଆ, ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ଦୁଃଖ ଓ଼ ସୁଖର ସାଥି ହୋଇ ରହିଛି, ରହିବି ମଧ୍ୟ l କଂଗ୍ରେସ କ୍ଷମତା କୁ ଆସିଲେ ଦଳର ପ୍ରାଥମିକତା ଗୁଡିକୁ ଅତିଶୀଘ୍ର ପ୍ରାଧାନ୍ୟ ଦିଆଯିବ l

Oplus_131072

ବର୍ତମାନ ଲୋକେ ପରିବର୍ତ୍ତନ ଚାଂହୁ ଛନ୍ତି l ବିଜେପି ଓ଼ ବିଜେଡି କୁ ଟକର ଦେବାପାଇଁ କଂଗ୍ରେସ ପୁରl ପ୍ରସ୍ତୁତ ହୋଇଛି l କଂଗ୍ରେସ କ୍ଷମତା କୁ ଆସିଲେ ଦେଇଥିବା ପ୍ରତିଶୁତି ପାଳନ କରିବ l ଆସିକା ରେ Often, ସମବାୟ ନଗରୀ ରୂପେ ଗଡି ତୋଳିବା ପାଇଁ ଚେଷ୍ଟା କରାଯିବ l ଓଡିଶା ମାନଚିତ୍ର ରେ ଆସ୍କା ର ସଂମ୍ମାନ କୁ ଫେରାଇ ଆଣିବାକୁ ଚେଷ୍ଟା କରିବ l

LEAVE A REPLY

Please enter your comment!
Please enter your name here