ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ : ଜାଣନ୍ତୁ,କାହାକୁ ମିଳିଛି କେଉଁ ବିଭାଗ

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରବିବାର ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ । ଆଜି କ୍ୟାବିନେଟ୍ ବୈଠକ ପରେ ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହେଇଛି । ନଜର ପକାନ୍ତୁ, କାହାକୁ ମିଳିଛି କେଉଁ ବିଭାଗର ମନ୍ତ୍ରୀ ପଦ..

 

 

କାହାକୁ ମିଳିଛି କେଉଁ ବିଭାଗର ମନ୍ତ୍ରୀ ପଦ?

 

ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ

ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ

ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ

ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ

ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ

ନିର୍ମଳା ସୀତାରମଣ – ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ

ଏସ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ

ମନୋହର ଲାଲ୍ ଖଟ୍ଟର – ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ

ଏଚଡି କୁମାରସ୍ୱାମୀ – ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ

ପିୟୁଷ ଗୋଏଲ – ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ

ଜିତନ୍ ରାମ ମାଞ୍ଝୀ – ଏମଏସଏମଇ ମନ୍ତ୍ରୀ

ଲଲନ୍ ସିଂହ – ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ

ସର୍ବାନନ୍ଦ ସୋନୱାଲ – ବନ୍ଦର, ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ

ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ

କେ ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ପ୍ରହଲ୍ଲାଦ ଯୋଶୀ – ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ

ଜୁଏଲ୍ ଓରାମ – ଆଦିବାସୀ ବ୍ୟାପାର ମନ୍ତ୍ରୀ

ଗିରିରାଜ ସିଂ – ବୟନ ଶିଳ୍ପ ମନ୍ତ୍ରୀ

ଅଶ୍ୱିନୀ ବୈଷ୍ଣବ – ରେଳ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ, ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ

ଜ୍ୟୋତିରାଦିତ୍ୟ ସିନ୍ଧିଆ – ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ

ଭୁପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ଗଜେନ୍ଦ୍ର ସିଂ ଶେଖାୱତ୍ – ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ଅନ୍ନପୂର୍ଣ୍ଣା ଦେବୀ – ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ

କିରଣ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ

ହରଦୀପ ସିଂହ ପୁରୀ – ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍

ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ବିଭାଗ ମନ୍ତ୍ରୀ ଏବଂ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ

ଜି କିଷାନ ରେଡ୍ଡୀ –ଖଣି ଓ କୋଇଲା ମନ୍ତ୍ରୀ

ଚିରାଗ ପାସୱାନ୍ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

ସିଆର୍ ପାଟିଲ – ଜଳଶକ୍ତି ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ

 

ଜିତିନ ପ୍ରସାଦ- ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା

ଶ୍ରୀପଦ ନାଏକ- ଶକ୍ତି, ନୂଆ ଓ ନବୀକରଣ ଯୋଗ୍ୟ ଶକ୍ତି

ପଙ୍କଜ ଚୌଧୁରୀ – ଅର୍ଥ

କିଷାନ ପାଲ- ଯୋଗାଯୋଗ

ରାମଦାଶ ଅଠାୱଲେ- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ

ଋାମନାଥ ଠାକୁର- କୃଷି ଏବଂ କୃଷକ କଲ୍ୟାଣ

ନିତ୍ୟାନନ୍ଦ ରାୟ – ଘରୋଇ ବ୍ୟାପାର

ଅନୁପ୍ରିୟା ପଟେଲ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ

ଭି ସୁମୋନ୍ନା – ଜଳଶକ୍ତି, ରେଳ ମନ୍ତ୍ରାଳୟ

ଚନ୍ଦ୍ରଶେଖର ପେମାସାନୀ- ଗ୍ରାମୀଣ ବିକାଶ, ଯୋଗାଯୋଗ

ଏସପି ସିଂ ବଘେଲ- ମତ୍ସ୍ୟ, ପଶୁପାଳନ

ସୁଶ୍ରୀ ଶୋଭା କରଣ୍ଡଲଜେ- ଏମଏସଏମଇ ଏବଂ ଶ୍ରମ, ନିଯୁକ୍ତି

କୀର୍ତ୍ତିବର୍ଦ୍ଧନ ସିଂ- ପରିବେଶ, ଜଙ୍ଗଲ ବୈଦେଶିକ ବ୍ୟାପାର

ବିଏଲ ବର୍ମା- ଖାଉଟି, ଖାଦ୍ୟ ଓ ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ

ଶାନ୍ତୁନୁ ଠାକୁର- ବନ୍ଦର, ଜଳପଥ

ସୁରେଶ ଗୋପୀ- ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ପର୍ଯ୍ୟଟନ

ଏଲ ମୁରଗନ-ସୂଚନା, ପ୍ରସାରଣ, ସଂସଦୀୟ ବ୍ୟାପାର

ଅଜୟ ଟମଟା- ସଡକ, ପରିବହନ, ରାଜମାର୍ଗ

ବନ୍ଦୀ ସଂଜୟ କୁମାର – ଘରୋଇ ବ୍ୟାପାର

କମଲେଶ ପାଶୱାନ- ଗ୍ରାମୀଣ ବିକାଶ

ଭଗିରଥ ଚୌଧୁରୀ – କୃଷି ଓ କୃଷକ ମନ୍ତ୍ରଣାଳୟ

ସତୀଶ ଚନ୍ଦ୍ର ଦୁବେ- କୋଇଲା, ଖଣିଜ ମନ୍ତ୍ରଣାଳୟ

ସଂଜୟ ସେଠ୍- ପ୍ରତିରକ୍ଷା

ରବନୀତ ସିଂ- ଖାଦ୍ୟ ପ୍ରକ୍ରିୟାକରଣ, ରେଳ ମନ୍ତ୍ରଣାଳୟ

ଦୁର୍ଗାଦାସ ୱିକେ- ଆଦିବାସୀ ବ୍ୟାପାର

ଋକ୍ଷା ନିଖିଲ ଖଡସେ- ଯୁବ ବ୍ୟାପାର, କ୍ରୀଡା

ସୁକାନ୍ତ ମଜୁମଦାର- ଶିକ୍ଷା, ଉତର-ପୂର୍ବ ବିକାଶ

ସାବିତ୍ରୀ ଠାକୁର- ମହିଳା ଓ ବାଳ ବିକାଶ

ଟୋଖନ ସାହୁ- ଗୃହ ଓ ସହରୀ ବିକାଶ

ରାଜଭୂଷଣ ଚୌଧୁରୀ – ଜଳଶକ୍ତି

 

LEAVE A REPLY

Please enter your comment!
Please enter your name here