ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ହେଲେ ଇଞ୍ଜିନିୟର ମନୋଜ ସେଠୀ

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ର ବାମନାଶାଳ ଠାରେ ବିଜେପି ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠନିକ ଜିଲ୍ଲା କୃଷକ ମୋର୍ଚ୍ଚାର ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା କୃଷକ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କର୍ମଶାଳା ରେ ମୁଖ୍ୟଅତିଥ୍‌ ରୂପେଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତି, କୃଷକ ମୋର୍ଚା ରାଜ୍ୟ ସମ୍ପାଦକ ପାରାଉ ହେମ୍ବ୍ରମ, ଜିଲ୍ଲା ପ୍ରଭାରୀ ଶ୍ରୀଧର ସାହା, ରାଜ୍ୟକାର୍ଯ୍ୟକାରିଣୀ ସଭ୍ୟ ବିମଳ ସେନାପତି, ବରୁଣ ଦେଓ,ଯୁବ ନେତା ଇଞ୍ଜିନିୟର ମନୋଜ କୁମାର ସେଠୀ,ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ମୟ କୁମାର ପଲେଇ,ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀ ଝା ଙ୍କ ସମେତ ଜିଲ୍ଲା ର ସମସ୍ତ କୃଷକ ମୋର୍ଚ୍ଚା ପଦାକାରୀ ଉପସ୍ଥିତ ଥୂଲେ l

ବୈଠକ ରେ ସଦସ୍ୟତା ସଂଗ୍ରହ ବାବଦ ରେ ଅତିଥି ମାନେ ଉପସ୍ଥିତ ପଦାଧୂକାରୀ ଙ୍କୁ ସୂଚନା ଦେଇଥିଲେ ବୈଠକ ରେ ଯୁବନେତା ଇଞ୍ଜିନିୟର ମନୋଜ କୁମାର ସେଠୀଙ୍କୁ ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ଭାବେ ନିଯୁକ୍ତି ଦିଆ ଯାଇଥ‌ିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବରୁଣ ମହାନ୍ତି, ଓ ବସନ୍ତ କୁମାର ମହାନ୍ତ ଙ୍କ ନିଯୁକ୍ତି କୁ ନେଇ ଜିଲ୍ଲା ସଭାପତି ମଦନ ମୋହନ ମହାନ୍ତ ଘୋଷଣା କରିଥିଲେ |

 

 

LEAVE A REPLY

Please enter your comment!
Please enter your name here