ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ବିଜେଡ଼ି ଛାଡ଼ି ବିଜେପି ରେ ସାମିଲ ହେଲେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀ ମୁଖ୍ୟାଳୟ ଠାରେ ବିଜେପି ରେ ସାମିଲ ହେଇଥିବା ନେଇ ସୂଚନା ମିଳିଛି l
One of the Odisha's best Channel Covering the latest news & Information.
Contact us: biplabiparikramlive@gmail.com