ରାଜନୈତିକ ହିଂସା ରୋକିବା ପାଇଁ ଗଞ୍ଜାମ ପୋଲିସର ବଡ଼ ପଦକ୍ଷେପ

0
Oplus_131072

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ରେ ଦିନକୁ ଦିନ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଏହି ରାଜନୈତିକ ହିଂସା ରୋକିବା ପାଇଁ ଗଞ୍ଜାମରେ ଆସନ୍ତା ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ ଟା ପରେ ଖୋଲିବନି ହୋଟେଲ୍ ,ଢାବା ଓ ଚାହା ଦୋକାନ, ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଲେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା। ଇତି ମଧ୍ୟରେ ଗତ ସାତ ଦିନ ମଧ୍ୟରେ ଗଞ୍ଜାମ ର ବିଭିନ୍ନ ଥାନା ଅଞ୍ଚଳରୁ ୧୦୦ ଜଣ ଅପରାଧୀକୁ ଗିରଫ କରାଯିବା ସହ ବିଭିନ୍ନ ଥାନା ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ଜାରିରହିଛି ବୋଲି ଗଞ୍ଜାମ ଏସପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here