ସ୍ୱର୍ଣ୍ଣ ପଦକ ବିଜୟୀ ହର୍ଷବର୍ଦ୍ଧନ ସାହୁଙ୍କୁ ବ୍ରହ୍ମପୁରରେ ସମ୍ବର୍ଦ୍ଧନା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ହିମାଞ୍ଚଳ ପ୍ରଦେଶରେ ଆୟୋଜିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଥିବା ସ୍ୱର୍ଣ୍ଣ ପଦକ ବିଜୟୀ ହର୍ଷବର୍ଦ୍ଧନ ସାହୁଙ୍କୁ ମଙ୍ଗଳବାର ବ୍ରହ୍ମପୁର ଷ୍ଟାଡିୟମ ରେ ସ୍ବାଗତ କରି ଏକ ସମ୍ବର୍ଦ୍ଧନା ସହ ବାଇକ ଶୋଭlଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।

ଏହି ବାଇକ ଶୋଭାଯାତ୍ରା ବ୍ରହ୍ମପୁର ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଶଙ୍କରପୁର ସାହି ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଶେଷ ହୋଇଥିଲା l ତେବେ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ନେତୃତ୍ବରେ , ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ ଏବଂ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here