ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବନ୍ଯ ଜନ୍ତୁ ଶିକାର କରିବା ଏକ ଅପରାଧ ହୋଇଥିଲେ ମଧ୍ୟ ଜଙ୍ଗଲ ଇଲାକାରେ ଶିକାରି ମାନେ ଜଙ୍ଗଲଜନ୍ତୁ ମାରି ସେମାନଙ୍କର ମାଂସ ବିକ୍ରୟ କରୁଥିବା ନେଇ ଗଞ୍ଜାମ ଜିଲ୍ଲା ଦକ୍ଷୀଣ ଘୁମୁଷର ବନଖଣ୍ତ ଅଧିନରେ ଥିବା ବୁଗୁଡା ବନବିଭାଗ ବିଷେସ ସୁତ୍ରରୁ ଖବର ପାଇଥିଲା ! ବୁଗୁଡା ବନାଞ୍ଚଳ ଅଧିନରେ ଥିବା ନିମପଦର ଗ୍ରାମ ନିକଟସ୍ତ ବୋରିପଦର ଛକ ନିକଟରେ ମାଂସ ବିକ୍ରୟ କରୁଥିବା ସମୟରେ ବନ ଅଧିକାରି ପ୍ରଦିପକୁମାର ମିଶ୍ର ଙ୍କ ସେମେତ ସମସ୍ତ ବନକର୍ମଚାରି ଚଢଉ କରିଥିଲେ , ଉକ୍ତ ମାସଂବ୍ଯବସାୟୀ ଜଣଙ୍କୁ ଗିରଫ୍ କରିବା ସହ ଦୁଇକେଜି ମାଂସ ଜବତ ମଧ୍ୟ କରାଜାଇଛି ! ଗିରଫ୍ ଜଣକ ହେଲେ ପଟାଧର ଗ୍ରାମର ସାଗର ନାୟକ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରି ପ୍ରଦିପ କୁମାର ମିଶ୍ର !