ବ୍ରହ୍ମପୁରରେ ୨୦ ଆସନ ବିଶିଷ୍ଟ ଇ-ଲାଇବ୍ରେରୀର ଉଦଘାଟନ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କ ଦ୍ୱାରା ସହର ସ୍ଥିତ ଷ୍ଟେଟ ବ୍ୟାଙ୍କ ରୋଡରେ ଥିବା ପବ୍ଲିକ ଲାଇବ୍ରେରୀ ଭିତରେ ୨୦ ଆସନ ବିଶିଷ୍ଟ ଇ-ଲାଇବ୍ରେରୀ ଉଦଘାଟନ କରାଯାଇଛି l

ଏଥିରେ ବିଇଏମସି ର କମିଶନର, ଡେପୁଟି କମିଶନର, କର୍ପୋରେଟର ଏବଂ ବିଇଏମସିର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ସାମିଲ ହୋଇଥିଲେ।

ଲାଇବ୍ରେରୀ ଭିତରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ୱାଇଫାଇ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here