ମେଡିସିନ ଷ୍ଟୋର ଭିତରେ ପସିଲା କ୍ଷତାକ୍ତ ବାରହା

0
Oplus_131072

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- ସହର ସ୍ଥିତ ଆପୋଲୋ ଫାର୍ମାସି ଭିତରୁ ଗୁରୁତର ବାରହାକୁ ଉଦ୍ଧାର କଲା ବନ ବିଭାଗ l ଆଜି ସକାଳୁ କେନ୍ଦୁଝର ସହରର ଜଗନ୍ନାଥପୁର ସ୍ଥିତ ଆପୋଲୋ ଫାର୍ମାସି ମେଡିସିନ ଷ୍ଟୋର ଭିତରେ କ୍ଷତାକ୍ତ ବାରହା ପଶି ଆସିବାରୁ କାର୍ଯ୍ୟରତ କର୍ମଚାରୀମାନେ ଭୟଭିତ ଅବସ୍ଥାରେ ଷ୍ଟୋର ବାହାରକୁ ଚାଲି ଆସିଥିଲେ।

Oplus_131072

ଏନେଇ ଖବର ପାଇବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଘଣ୍ଟାଧିକ କାଳ କଠିନ ପରିଶ୍ରମ କରିବା ପରେ ବନ କର୍ମଚାରୀ ମାନେ ଗୁରୁତର ବାରହାକୁ ସେଠାରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

LEAVE A REPLY

Please enter your comment!
Please enter your name here