International Day of Yoga celebrated at Mahatma Gandhi Stadium, Brahmapur

0
Oplus_131072

ବ୍ରହ୍ମପୁରର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁର୍ଜାତୀୟ ଯୋଗ ଦିବସ ପାଳନ

 

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ୟସ୍ତବହୁଳ ଜୀବନରେ କରିବା ଅତ୍ୟନ୍ତ ଜରୁରୀ ।ସୁସ୍ଥ ଜୀବନ ପାଇଁ ଦରକାର ଯୋଗ। କେବଳ ଶରୀର ନୁହେଁ, ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ବପୂର୍ଣ୍ଣା ଏଥୂପାଇଁ ସାରା ବିଶ୍ବରେ ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧ ତାରିଖକୁ ଅନୁର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ।

Oplus_131072

ଆଜି ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ ପରିସରରେ ଅନୁର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା। ଏହି ଅବସରରେ ଓଡ଼ିଶାର ଖଣି, ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ. ବିବେକ ରେଡି, ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିର ମହାନଗର ନିଗମ କମିଶିନର ଭବାନୀ ଶଙ୍କର ମିଶ୍ର ଯୋଗ ଦେଇଥିଲା।

LEAVE A REPLY

Please enter your comment!
Please enter your name here