ମାଲକାନଗିରି ( ବିପ୍ଲବୀ ପରିକ୍ରମା ):-ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ପୁଣି ଭୁସ୍କଳନ ହୋଇଛି lଯୋଗାଯୋଗ ବିଚ୍ଛିନ୍ନ ହେଲା ୧୮ ଟି ଗାଁ ।ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ପୁଣି ଦୟନୀୟ ସ୍ଥିତି । କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୁସ୍କଳନ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ୧୮ ଟି ଗାଁ ର ବାସୀନ୍ଧା । ଘାଟିରେ ତୁମ୍ବା ପଦର ନିକଟରେ ଭୁସ୍କଳନ ହୋଇଥିବା ବେଳେ ଯାତାୟତ ପାଇଁ କାଠ ପୋଲ ନିର୍ମାଣ କରି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଂଚଳ ବାସୀନ୍ଧା ।